ତାଲିମ ଓ ଶିକ୍ଷା
- ଦକ୍ଷତା ଗଠନ ଓ ତାଲିମ
- ତାଲିମ ଓ ଶିକ୍ଷା
ଦକ୍ଷତା ଗଠନ ଓ ତାଲିମ
-
ତାଲିମ ଓ ଶିକ୍ଷା
- ବିଦେଶୀ ଭାଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ
-
ନିୟମିତ
- ୩ଡିଏସ୍-ମାକ୍ସ୍
- ଆପ୍ଲିକେସନ ଡେଭେଲପ୍ମେଣ୍ଟ ଅନ ଓପେନ ସୋର୍ସ ପ୍ରୋଗ୍ରାମ
- ଆର୍କ-ଜିଆଇଏସ୍
- ଅଟୋକାଡ଼ ପ୍ରଶିକ୍ଷଣ
- ବିଗ ଡାଟା ହାଡ଼ୁପ୍ ବ୍ୟବହାର କରି
- ବାଣିଜ୍ୟ ଏନାଲେଟିକସ
- ସିଏପି
- କାଟିଆ
- ସିସିଏନ୍ଏ ରୁଟିଙ୍ଗ୍ ଏବଂ ସୁଇଚିଙ୍ଗ୍
- ଡଟ୍-ନେଟ୍
- ହ୍ୟାକର୍ସ ବୁଟ୍ କ୍ୟାମ୍ପ୍ (ପ୍ରାଥମିକ ସ୍ତର)
- ମୋବାଇଲ ବ୍ୟବହାର ବିକାଶ
- ଏନ୍ଆଇଇଏଲ୍ଆଇଟି ‘ଏ’ ସ୍ତରୀୟ
- ଏନ୍ଆଇଇଏଲ୍ଆଇଟି ‘ଓ’ ସ୍ତରୀୟ
- ଓରାକଲ୍
- ଷ୍ଟାଡ଼୍ ପ୍ରୋ (STAAD PRO) ତାଲିମ କାର୍ଯ୍ୟକ୍ରମ
- ଟାଲି ଇଆର୍ପି
- ୱେବ୍ ବ୍ୟବହାର ବିକାଶ
- Amazon Web Services
- Data Science R
- Development And Operation
- DIGITAL MARKETING
- ARTIFICIAL INTELLIGENCE
- IOT
- PYTHON
- MACHINE LEARNING
- ପ୍ରଶିକ୍ଷଣ ପ୍ରମାଣପତ୍ର
- ଦକ୍ଷତା ଗଠନ
- ଇଏସ୍ଡିଏମ୍ କ୍ଷେତ୍ରରେ କୌଶଳ ବିକାଶ
What's New
ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି (E&IT) ବିଭାଗର ବୈଷୟିକ ନିର୍ଦ୍ଦେଶାଳୟ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍) ହେଉଛି ରାଜ୍ୟର ଗୋଟିଏ ଅଗ୍ରଣୀ ସୂଚନା ପ୍ରଯୁକ୍ତି ପରାମର୍ଶଦାତା ଅନୁଷ୍ଠାନ । ଏହା ବିଭିନ୍ନ ସ୍ତରରେ ସମନ୍ୱିତ ତାଲିମ କର୍ଯ୍ୟକ୍ରମ ଆୟୋଜନ କରିବାର ଦାୟିତ୍ୱ ବହନ କରିଛି । ସର୍ବସାଧାରଣ ନାଗରିକ ଏବଂ ସରକାର, ନିଗମ ଏବଂ ବିଭିନ୍ନ ସଂସ୍ଥା ସମୂହର ଉଚ୍ଚ, ମଧ୍ୟମ ଓ ନିମ୍ନ ପରିଚାଳନା ନିମନ୍ତେ ଏହା ଦୀର୍ଘକାଳୀନ, ସ୍ୱଳ୍ପକାଳୀନ ଏବଂ ସ୍ୱତନ୍ତ୍ର ପାଠ୍ୟକ୍ରମ ପରିଚାଳନା କରିଥାଏ । ପ୍ରଶିକ୍ଷଣ ପ୍ରଣାଳୀରେ ବକ୍ତୃତା, ଦଳଗତ ଆଲୋଚନା, କେସ୍-ଷ୍ଟଡ଼ି, ବ୍ୟବହାରିକ ପ୍ରଦର୍ଶନ, ପ୍ରାୟୋଗିକ ତାଲିମ ପ୍ରଭୃତି ଅନ୍ତର୍ଭୁକ୍ତ ହୋଇ ରହିଛି । ତାଲିମ ସମୟରେ ଭିଡ଼ିଓ, ପିସି ପ୍ରୋଜେକ୍ଟର୍ ଏବଂ ପିଏ ଆଦି ଆଧୁନିକ ପ୍ରଶିକ୍ଷଣ ସହାୟକ ସାମଗ୍ରୀର ବ୍ୟାପକ ଉପଯୋଗ କରାଯାଇଥାଏ । ଏନ୍ଆଇଇଏଲ୍ଆଇଟି (NIELIT) ଭଳି ନାମକରା ଆର୍ ଆଣ୍ଡ୍ ଡି (R & D) ପ୍ରତିଷ୍ଠାନଗୁଡ଼ିକ ସହିତ ଏହା ସମନ୍ୱୟମୂଳକ ସଂପର୍କ ସ୍ଥାପନ କରିଛି ।
ଓକାକ୍ ଦ୍ୱାରା ପ୍ରଦାନ କରାଯାଉଥିବା ପାଠ୍ୟକ୍ରମ
୧. ଏନ୍ଆଇଇଏଲ୍ଆଇଟି ‘ଓ’ ସ୍ତରୀୟ ଶିକ୍ଷା କର୍ଯ୍ୟକ୍ରମ
୨. ଏନ୍ଆଇଇଏଲ୍ଆଇଟି ‘ଏ’ ସ୍ତରୀୟ ଶିକ୍ଷା କର୍ଯ୍ୟକ୍ରମ
୩. ଫରାସୀ ଭାଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ
୪. ମୁକ୍ତ ସମ୍ବଳ ପରିବେଶ (OSE) ସଂପର୍କରେ ପ୍ରୟୋଗର ବିକାଶ (AD)
୫. ଏଣ୍ଡ୍ରଏଡ଼୍ ଯନ୍ତ୍ର କୌଶଳ
୬. ୱେବ୍ ବ୍ୟବହାର ବିକାଶ ଏବଂ ବିଷୟବସ୍ତୁ ପରିଚାଳନା
୭. ହାଡ଼ୁପ୍ (HADOOP) ବ୍ୟବହାର କରି ବୃହତ୍ ତଥ୍ୟ
୮. କ୍ଲାଉଡ଼୍ କମ୍ପ୍ୟୁଟିଙ୍ଗ୍
୯. ଅଟୋ କାଡ ତାଲିମ କାର୍ଯ୍ୟକ୍ରମ
୧୦. ଷ୍ଟାଡ଼୍ ପ୍ରୋ (STAAD PRO) ତାଲିମ କାର୍ଯ୍ୟକ୍ରମ
୧୧. କାଟିଆ (CATIA)
୧୨. ୩ଡିଏସ୍-ମାକ୍ସ୍ (3DS-Max)
୧୩. ଆର୍କ-ଜିଆଇଏସ୍ (Arc-GIS)
୧୪. ସିଏପି (Computer Appreciation Programme)
୧୫. ଟାଲି ଇଆର୍ପି-୯ (Tally ERP-9)
୧୬. ଓରାକଲ୍ (ORACLE)
୧୭. କୋର୍ ଏବଂ ଅଗ୍ରଣୀ ଜାଭା (Core & Advance Java)
୧୮. ଡଟ୍-ନେଟ୍ (Dot-Net)
୧୯. ହ୍ୟାକର୍ସ ବୁଟ୍ କ୍ୟାମ୍ପ୍ (ପ୍ରାଥମିକ ସ୍ତର)
୨୦. ସି/ସି++ ଭାଷା ମଧ୍ୟରେ ପ୍ରୋଗ୍ରାମିଙ୍ଗ୍
୨୧. ସି/ସି++ ଜରିଆରେ ତଥ୍ୟ ସଂରଚନା
୨୨. ବ୍ୟବସାୟ ଆନାଲିଟିକ୍ସ
୨୩. ଆଇଓଟି: ବୃହତ୍ ତଥ୍ୟ ଓ ଆନାଲିଟିକ୍ସ
୨୪. ସିସିଏନ୍ଏ ରୁଟିଙ୍ଗ୍ ଏବଂ ସୁଇଚିଙ୍ଗ୍
ନାମଲେଖା
ବିଭିନ୍ନ ତାଲିମ କାର୍ଯ୍ୟକ୍ରମରେ ନାମ ଲେଖାଇବା ପାଇଁ ଜଣେ ପ୍ରାର୍ଥୀ ପ୍ରସ୍ତାବିତ ଦରଖାସ୍ତ ଫର୍ମରେ ଆବେଦନ କରିବାକୁ ପଡ଼ିବ । ସ୍ଥିର କରାଯାଇଥିବା ଦେୟ ମୂଲ୍ୟ ଦାଖଲ କରି ପ୍ରାର୍ଥୀ ବିବରଣ ପୁସ୍ତିକା (Prospectus) ସହିତ ଆବେଦନ ଫର୍ମ ଲାଭ କରିପାରିବେ ।