ସେବା ସଂସ୍ଥାମାନଙ୍କର ମନୋନୟନ ତାଲିକା

ଓକାକ୍ (ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର) ଦ୍ୱାରା ମନୋନୟନ ନିମନ୍ତେ ସେବା ଯୋଗାଉଥିବା ସଂସ୍ଥାମାନଙ୍କର ଏକ ତାଲିକା ସହିତ ଭିନ୍ନ ଭିନ୍ନ ସମୟରେ ସମସ୍ତ ସରକାରୀ ବିଭାଗ ତଥା ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ସେଗୁଡ଼ିକର ଅଧସ୍ତନ କାର୍ଯ୍ୟାଳୟମାନଙ୍କରେ ବ୍ୟବହୃତ ହେଉଥିବା ଏବଂ ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାମାନଙ୍କର ତଥ୍ୟସୂଚନା ନିମନ୍ତେ ଓକାକ୍ ଦ୍ୱାରା ସମସ୍ତ ବିଭାଗକୁ ବିତରଣ କରାଯାଉଥିବା କମ୍ପ୍ୟୁଟର ହାଡ଼ୱେର୍‌, କମ୍ପ୍ୟୁଟର ସହ ସଂପର୍କିତ ଅନ୍ୟାନ୍ୟ ଯନ୍ତ୍ରପାତି, ନେଟ୍‌ୱାର୍କିଂ ଉପକରଣ ଏବଂ ୟୁପିଏସ୍ ପ୍ରଭୃତିର ଏଏମ୍‌ସି ସେବାକାର୍ଯ୍ୟ ସକାଶେ ଏଏମ୍‌ସି ଦେୟମୂଲ୍ୟ ତଥା ନିୟମ ଓ ସର୍ତ୍ତାବଳୀର ସୂଚୀ ପ୍ରସ୍ତୁତ କରାଯାଇଛି । ଏହି ମନୋନୟନ ତାଲିକା ୯.୭.୨୦୧୮ ରୁ ୨ ବର୍ଷ ପର୍ଯନ୍ତ ବୈଧ ଅଟେ