ସଚିବାଳୟ ସ୍ଥାନୀୟ ଅଂଚଳ ନେଟୱାର୍କ
- ଇ-ଶାସନ
- ଇ-ସରକାରୀ ପ୍ରୋଜେକ୍ଟ
- ରାଜ୍ୟ ପଦକ୍ଷେପ
- ଇନଫ୍ରାଷ୍ଟ୍ରକଚର
- ସଚିବାଳୟ ସ୍ଥାନୀୟ ଅଂଚଳ ନେଟୱାର୍କ
ସଚିବାଳୟକୁ ଗୋଟିଏ ୱାଇଫାଇ ପରିବେଶରେ ପରିଣତ କରାଯାଇଛି । ସେକେଣ୍ଡ୍ ପିଛା ୨୩୫ ମେଗାବାଇଟ୍ ଇଣ୍ଟରନେଟ୍ ସଂଯୋଗ ସମେତ ସଚିବାଳୟ ସ୍ଥାନୀୟ ଅଂଚଳ ନେଟୱାର୍କ (SEC-LAN)ସହ ପାଖାପାଖି ୪୦୦୦ ସ୍ଥଳର ସଂଯୋଗ ସ୍ଥାପନ କରାଯାଇଛି । ସଚିବାଳୟକୁ ପରିଦର୍ଶନରେ ଓ ଅତିଥି ହୋଇ ଆସୁଥିବା ଲୋକମାନେ ଯେପରି ସୁବିଧାରେ ଇଣ୍ଟରନେଟ୍ ବ୍ୟବହାର କରିବାକୁ ସକ୍ଷମ ହେବେ ସେଥିଲାଗି ତାର ପରିସର ମଧ୍ୟରେ ୱାଇଫାଇ ସଂଯୋଗ ବ୍ୟବସ୍ଥା କରାଯାଇଛି । ଉନ୍ନତ ଧରଣର ଇଣ୍ଟରନେଟ୍ ହାସଲ କରିବା ଲକ୍ଷ୍ୟରେ ସଚିବାଳୟ ମଧ୍ୟସ୍ଥ ବ୍ୟବହାରକାରୀଙ୍କ ପାଇଁ ସେକେଣ୍ଡ୍ ପିଛା ୧୦୦ ମେଗାବାଇଟ୍ର ଅତିରିକ୍ତ ଇଣ୍ଟରନେଟ୍ ସଂଯୋଗ ବ୍ୟବସ୍ଥା କରାଯିବ ।