ଭିତ୍ତିଭୂମି

ଟର୍ନକି (turnkey) ପ୍ରକଳ୍ପ ସମୂହର ଅଂଶ ବିଶେଷ ଭାବେ ଓକାକ୍ ବିଭିନ୍ନ ସରକାରୀ ବିଭାଗ ଏବଂ ନିଗମମାନଙ୍କରେ କମ୍ପ୍ୟୁଟର କେନ୍ଦ୍ର ସମୂହର ପ୍ରତିଷ୍ଠା କରିଛି । ସେସବୁ ସେବା ସୁବିଧା ମଧ୍ୟରେ କାର୍ଯ୍ୟାଳୟରେ ଅନ୍ତରୀଣ ସାଜସଜ୍ଜା, ବୈଦ୍ୟୁତିକ ତଥା ଲାନ୍ (LAN) ତାର ସଂଯୋଗ, ବାତାନୁକୂଳ ବ୍ୟବସ୍ଥା ଓ କମ୍ପ୍ୟୁଟର ଯୋଗାଣ ପ୍ରଭୃତି ସାମିଲ ହୋଇପାରେ ।

ଅନ୍ୟାନ୍ୟ ସେବା ବ୍ୟବସ୍ଥା ସହିତ ଓକାକ୍ ନିମ୍ନଲିଖିତ ସେବାକାର୍ଯ୍ୟ ମଧ୍ୟ ପ୍ରଦାନ କରିଛି  

  • ବାଣିଜ୍ୟ କର ବିଭାଗ
  • ଆଡ୍‌ଭୋକେଟ୍‌ ଜେନେରାଲ୍‌ଙ୍କ କାର୍ଯ୍ୟାଳୟ
  • ରାଜ୍ୟ ସଚିବାଳୟରେ ଥିବା ଅର୍ଥ ବିଭାଗ