‘ଇ’-ଶାସନ ବ୍ୟବସ୍ଥା ସମ୍ବନ୍ଧୀୟ ସମାରୋହ
- ଇ-ଶାସନ
- ‘ଇ’-ଶାସନ ବ୍ୟବସ୍ଥା ସମ୍ବନ୍ଧୀୟ ସମାରୋହ
‘ଇ’-ଶାସନ ବ୍ୟବସ୍ଥା ସମ୍ବନ୍ଧୀୟ ସମାରୋହ
ସବୁଠାରୁ ଉତ୍ତମ ଆଧୁନିକ କୌଶଳ ସମୂହର ପ୍ରଦର୍ଶନ କରିବା ପାଇଁ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାର ବଡ଼ ଧରଣର ଉନ୍ମୋଚନ ଓ ସମାବେଶ ପ୍ରତି ଧ୍ୟାନ ଦେଇ ଓକାକ୍ ସମାରୋହ ସମୂହର ପରିଚାଳନା କରିଥାଏ । ଜ୍ଞାନ ଆହରଣ କରିବା ଏବଂ ସହକର୍ମୀମାନଙ୍କଠାରୁ ଶିକ୍ଷାଲାଭ କରିବା ଉଦ୍ଦେଶ୍ୟରେ ସେସବୁ ସମାରୋହ ସମୂହ ଗତିଶୀଳ, ଅଭିନବ ଏବଂ ସହଜଲଭ୍ୟ ସୂଚନା ପ୍ରଯୁକ୍ତି ବିଦ୍ୟାକୁ ବିକଶିତ ଓ ପ୍ରୋତ୍ସାହିତ କରିଥାଏ ।
ଓକାକ୍ କାର୍ଯ୍ୟ ବାତାବରଣର ଗୁଣମାନକୁ ଉନ୍ନତ କରି ଏବଂ ସେହିସବୁ ସମାରୋହ ଜରିଆରେ ଦେଶବ୍ୟାପୀ ସୂଚନା ପ୍ରଯୁକ୍ତି ବିଦ୍ୟାରେ ଜ୍ଞାନସମର୍ଥମାନଙ୍କୁ ଆକୃଷ୍ଟ କରି ସୂଚନା ପ୍ରଯୁକ୍ତି ବିଦ୍ୟାର ବିପୁଳତା ଓ ବିବିଧତା ପ୍ରତି ଯଥା ସମ୍ମାନ ପ୍ରଦର୍ଶନ କରିବାର ଲକ୍ଷ୍ୟ ରଖେ ।
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ‘ଇ’-ଶାସନ ବ୍ୟବସ୍ଥା ସମ୍ବନ୍ଧୀୟ ରୋଡ଼ମ୍ୟାପ୍ ବା ଯୋଜନା ଉନ୍ମୋଚନ
ଓଡ଼ିଶା ନିମନ୍ତେ ଇଜିଆର୍ଏମ୍ –ଭିଜନ୍ ଡକ୍ୟୁମେଣ୍ଟ |
ଓଡ଼ିଶା ନିମନ୍ତେ ଇଜିଆର୍ଏମ୍ – କର୍ମ ଯୋଜନା ଏବଂ ନକ୍ସା |
ଓଡ଼ିଶା ନିମନ୍ତେ ଇଜିଆର୍ଏମ୍ |
ଓଡ଼ିଶା ନିମନ୍ତେ ଡିପିଆର୍ |