‘ଇ’ ଶାସନ ବ୍ୟବସ୍ଥା




’-ଶାସନ ବ୍ୟବସ୍ଥା ସମ୍ବନ୍ଧୀୟ ସମାରୋହ

ସବୁଠାରୁ ଉତ୍ତମ ଆଧୁନିକ କୌଶଳ ସମୂହର ପ୍ରଦର୍ଶନ କରିବା ପାଇଁ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାର ବଡ଼ ଧରଣର ଉନ୍ମୋଚନ ଓ ସମାବେଶ ପ୍ରତି ଧ୍ୟାନ ଦେଇ ଓକାକ୍ ସମାରୋହ ସମୂହର ପରିଚାଳନା କରିଥାଏ । ଜ୍ଞାନ ଆହରଣ କରିବା ଏବଂ ସହକର୍ମୀମାନଙ୍କଠାରୁ ଶିକ୍ଷାଲାଭ କରିବା ଉଦ୍ଦେଶ୍ୟରେ ସେସବୁ ସମାରୋହ ସମୂହ ଗତିଶୀଳ, ଅଭିନବ ଏବଂ ସହଜଲଭ୍ୟ ସୂଚନା ପ୍ରଯୁକ୍ତି ବିଦ୍ୟାକୁ ବିକଶିତ ଓ ପ୍ରୋତ୍ସାହିତ କରିଥାଏ ।

ଓକାକ୍ କାର୍ଯ୍ୟ ବାତାବରଣର ଗୁଣମାନକୁ ଉନ୍ନତ କରି ଏବଂ ସେହିସବୁ ସମାରୋହ ଜରିଆରେ ଦେଶବ୍ୟାପୀ ସୂଚନା ପ୍ରଯୁକ୍ତି ବିଦ୍ୟାରେ ଜ୍ଞାନସମର୍ଥମାନଙ୍କୁ ଆକୃଷ୍ଟ କରି ସୂଚନା ପ୍ରଯୁକ୍ତି ବିଦ୍ୟାର ବିପୁଳତା ଓ ବିବିଧତା ପ୍ରତି ଯଥା ସମ୍ମାନ ପ୍ରଦର୍ଶନ କରିବାର ଲକ୍ଷ୍ୟ ରଖେ ।

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ‘ଇ’-ଶାସନ ବ୍ୟବସ୍ଥା ସମ୍ବନ୍ଧୀୟ ରୋଡ଼ମ୍ୟାପ୍ ବା ଯୋଜନା ଉନ୍ମୋଚନ    

ଓଡ଼ିଶା ନିମନ୍ତେ ଇଜିଆର୍‌ଏମ୍ –ଭିଜନ୍ ଡକ୍ୟୁମେଣ୍ଟ

ଓଡ଼ିଶା ନିମନ୍ତେ ଇଜିଆର୍‌ଏମ୍ – କର୍ମ ଯୋଜନା ଏବଂ ନକ୍ସା

ଓଡ଼ିଶା ନିମନ୍ତେ ଇଜିଆର୍‌ଏମ୍

ଓଡ଼ିଶା ନିମନ୍ତେ ଡିପିଆର୍