ପରିଚୟ

ବୃତ୍ତି ବିଶେଷଜ୍ଞ ବ୍ୟକ୍ତିମାନେ ସୂଚନା ପ୍ରଯୁକ୍ତି ମହାଶକ୍ତିର ଲକ୍ଷ୍ୟ ଓ ଉପାୟ ସଂପର୍କରେ ଯେପରି ଜ୍ଞାନ ହାସଲ କରିପାରିବେ ସେଥିଲାଗି କର୍ମକର୍ତ୍ତାମାନଙ୍କର ଗୋଟିଏ ପରିଚାଳନା ଗୋଷ୍ଠୀ ସେମାନଙ୍କୁ ମାର୍ଗ ଦର୍ଶନ କରିବେ I ଲକ୍ଷ୍ୟ ସ୍ଥିର କରିବା ଓ ତାହାକୁ କାର୍ଯ୍ୟରେ ପରିଣତ କରିବା ଦିଗରେ ମଧ୍ୟ ସେମାନେ ସେହି ବିଶେଷଜ୍ଞ ଦଳକୁ ପରାମର୍ଶ ଦେବେ I ଶେଷରେ ଯେଉଁ କଥା ବେଶୀ ଗୁରୁତ୍ୱପୂର୍ଣ୍ଣ ତାହା ହେଲା ଯେ ଓକାକ୍ ଭଳି ଏକ ସଂସ୍ଥାକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ଅଧ୍ୟକ୍ଷ ଏବଂ ସଭ୍ୟସଭ୍ୟାମାନେ ନୀତିଗତ ନିଷ୍ପତ୍ତି ଗ୍ରହଣ କରିବା ସହିତ କର୍ଯ୍ୟକ୍ରମ ପ୍ରସ୍ତୁତ କରିବା କ୍ଷେତ୍ରରେ ସକ୍ରିୟ ଭାବେ ସଂପୃକ୍ତ ରହିବେ | . 

 

୧ 

ସଚିବ, ଇଲେକ୍ଟ୍ରୋନିକ୍ସ୍ ଓ ସୂଚନା ପ୍ରଯୁକ୍ତି ବିଭାଗ – ଇ ଓ ଆଇଟି – ଓଡ଼ିଶା ସରକାର

ଅଧ୍ୟକ୍ଷ

ସଚିବ, ଓଡ଼ିଶା ସରକାର, ଅର୍ଥ ବିଭାଗ 

ସଭ୍ୟ

ସଚିବ, ଓଡ଼ିଶା ସରକାର, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ 

ସଭ୍ୟ

ସଚିବ, ପ୍ରଶାସନିକ ସଂସ୍କାର, ସାଧାରଣ ପ୍ରଶାସନ (ଜି.ଏ.) ବିଭାଗ

ସଭ୍ୟ

ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ଶିଳ୍ପ ବିକାଶ ନିଗମ (ଇଡ଼କୋ)

ସଭ୍ୟ

ନିର୍ଦ୍ଦେଶକ, ଆନ୍ତର୍ଜାତିକ ସୂଚନା ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇ. ଆଇ. ଆଇ. ଟି.), ଭୁବନେଶ୍ୱର

ସଭ୍ୟ

ଅଧ୍ୟାପକ ଦେବବ୍ରତ ଦାସ, ଭାରତୀୟ ସୂଚନା ପ୍ରଯୁକ୍ତି ପ୍ରତିଷ୍ଠାନ, ବାଙ୍ଗାଲୋର୍, କର୍ଣ୍ଣାଟକ ରାଜ୍ୟ

ସଭ୍ୟ

ନିର୍ଦ୍ଦେଶକ, ଭାରତୀୟ ସଫ୍ଟୱେର୍ ପ୍ରଯୁକ୍ତି ଉଦ୍ୟାନ (ଏସ୍. ଟି. ପି. ଆଇ.), ଭୁବନେଶ୍ୱର 

ସଭ୍ୟ

ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଓକାକ୍

ସଭ୍ୟ – ଆବାହକ